Mohammad Aziz - Bahuda Sabari
текст песни
2
0 человек. считает текст песни верным
0 человек считают текст песни неверным
Mohammad Aziz - Bahuda Sabari - оригинальный текст песни, перевод, видео
- Текст
- Перевод
ମହାବାହୁ ହେ ମହାବାହୁ ହେ ବାହୁଡା ସବାରୀ ମୋର ସଜା ହଉ ହେ
ମହାବାହୁ ହେ ମହାବାହୁ ହେ ବାହୁଡା ସବାରୀ ମୋର ସଜା ହଉ ରେ
ଛାଡି ନିଜ ଘର ଯିବି ସ୍ୱର୍ଗ ଦ୍ୱାର ,ଛାଡି ନିଜ ଘର ଯିବି ସ୍ୱର୍ଗ ଦ୍ୱାର
ଏତିକି କରୁଣା ହଉ ହେ .......
ବାହୁଡା ସବାରୀ ମୋର ସଜା ହଉ ହେ ,ବାହୁଡା ସବାରୀ ମୋର ସଜା ହଉ ହେ ।
ତୁମ ସିଂଘ ଦ୍ୱାର ଦେଇ ସବ ମୋର ଯିବ ,ତୁମ ବଡ ଦାଣ୍ଡେ ତୁମ ରଥ ସାଖୀ ଥୀବ
ହୋ ତୁମ ସିଂଘ ଦ୍ୱାର ଦେଇ ସବ ମୋର ଯିବ ,ତୁମ ବଡ ଦାଣ୍ଡେ ତୁମ ରଥ ସାଖୀ ଥୀବ ।
ତୁମ ସାଥେ ମୋର ଛିଡିବନି ଡୋର ,ତୁମ ସାଥେ ମୋର ଛିଡିବନି ଡୋର
ଏତିକି କରୁଣା ହଉ ହେ ........

ଖଇ ଆଉ କଉଡିରେ ଶେଷ ହେବ ଖେଳ,ଖେଳ ଶେଷ ହେଲା ବେଳେ ତୁମେ ମୋର ବଳ
ହୋ ଖଇ ଆଉ କଉଡିରେ ଶେଷ ହେବ ଖେଳ,
ଖେଳ ଶେଷ ହେଲା ବେଳେ ତୁମେ ମୋର ବଳ ।
ଆର ଜନମକୁ ସିଂଘ ଦ୍ୱାରେ ଥିବ,ି ଆର ଜନମକୁ ସିଂଘ ଦ୍ୱାରେ ଥିବି
ଏତିକି କରୁଣା ହଉ ହେ .......
ବାହୁଡା ସବାରୀ ମୋର ସଜା ହଉହେ ,ବାହୁଡା ସବାରୀ ମୋର ସଜା ହଉ ହେ ।
ମହାବାହୁ ହେ ମହାବାହୁ ହେ ମହାବାହୁ ହେ .....।।

Махабаху о Махабаху о Бахуда Сабари — мое украшение.
Махабаху о Махабаху о Бахуда Сабари, будь моим украшением
Выйдите из дома и идите к двери Небес. Выйдите из дома и идите к двери Небес
Имейте столько милости...
Бахуда Сабари — мое украшение, Бахуда Сабари — мое украшение.
Через твою львиную дверь пройдет Суб-Мур, Твоя колесница будет твоим спутником.
Я пройду через твою львиную дверь, моя колесница будет твоим спутником на твоей большой палке.
С тобой моя сломанная дверь, с тобой моя сломанная дверь

Игра закончится дракой, ты моя сила, когда игра закончится
Игра закончится дракой.
Ты моя сила, когда игра закончится.
Ар Джанам будет у дверей Сингхи, и Ар Джанам будет у дверей Сингхи.
Имейте столько милости...
Множество людей — мое украшение, множество людей — мое украшение.
Махабаху, о, Махабаху, о, Махабаху

Другие песни исполнителя: