ABC

Guman Charan Jena - Bhalapaibaku Mana
текст песни

3

0 человек. считает текст песни верным

0 человек считают текст песни неверным

Guman Charan Jena - Bhalapaibaku Mana - оригинальный текст песни, перевод, видео

[Start with Saxophone]
[Intro]
ଅଜବ ସହର ଏ ତ, ଅଜବ ସହର ଏ ତ.....
ଏଠି ଭଲ ପାଇବାକୁ ମନା,
ଏଠି ଲାଗେ ଯିଏ ତୋ ଆପଣା,
କାଲି ହେବ ତୋ ପାଇଁ ଅଚିହ୍ନା...
ଜଳୁଛୁ ଯା ପାଇଁ ନିତି,
ତାକୁ ଚାହିଁବାକୁ ଟିକେ ମନା.....
ଏଠି ସ୍ୱାର୍ଥରେ ବନ୍ଧା ମଣିଷ
କେହି ଲୁହର ମୂଲ ବୁଝେନା......
ଅଜବ ସହର ଏତ
ଏଠି ଭଲ ପାଇବାକୁ ମନା.......
[Verse 1]
ଯାହାର ହାତ ତୁ ଧରି
ଚାଲିବା ଶିଖେଇଥିଲୁ,
ପୁନେଇ ରାତିରେ କେତେ
ଜହ୍ନ ତାରା ଦେଖେଇଥିଲୁ,
ବୁଝିବ ଦିନେ ସେ ତୋତେ
ଏବେ ବି ଆଶା ରଖିଛୁ
ନିଦରେ ଶୋଇଯା ହେଲେ,
ସପନ ଦେଖିବା ମନା........
ହଜାରେ ରଙ୍ଗ ତ ଏଠି
ହେଲେ ରଙ୍ଗରେ ଖେଳିବା ମନା
ଅଜବ ସହର ଏ ତ
ଏଠି ଭଲ ପାଇବାକୁ ମନା.....
[Verse 2]
ଘୁରୁଛି ସମୟ ଚକ,
ଦୁଃଖକୁ ମଣିବୁ ସୁଖ....
ସାଉଁଟି ସ୍ମୃତିକୁ ତୋର,
ରଖିବୁ କରି ନିଜର.....
ସମ୍ପର୍କ ସୂତା ଖିଅରେ,
ବାନ୍ଧିବୁ କରି ନିଜର.......
ସହିବୁ ଦୁଃଖକୁ ତୋର,
କହିବା ତୋ ପାଇଁ ମନା.....
ହଜାରେ ରଙ୍ଗ ତ ଏଠି
ହେଲେ ରଙ୍ଗରେ ଖେଳିବା ମନା
ଅଜବ ସହର ଏ ତ
ଏଠି ଭଲ ପାଇବାକୁ ମନା......
[Начинается с саксофона]
[Вступление]
Странный город, странный город.....
Здесь ты отказываешься любить,
Здесь ты чувствуешь себя своим,
Завтра будет для тебя чужим...
День, чтобы сиять,
Немного не решаясь взглянуть на него.....
Здесь человек, связанный эгоизмом,
Никто не понимает ценности слез......
Странный город здесь,
Отказывается любить.......
[Куплет 1]
Тот, чью руку ты держала,
Научил тебя ходить,
Сколько звезд ты показала в ночи Пуны,
Однажды он поймет,
У меня еще есть надежда,
Когда он засыпает,
Отказывается видеть сны........
Тысячи цветов здесь,
Так откажись играть с цветами,
Странный город здесь,
Отказывается любить здесь.....
[Куплет 2]
Колесо времени вращается,
Я пойму печаль и счастье....
Твою память,
Храня ее как свою.....
Нить отношений, Кхиере,
Связывающая твоя.......
Сахибу, твоя печаль,
Отказывается рассказать тебе об этом.....
Тысячи цветов здесь
Тогда отказываешься играть с цветами
Странный город здесь
Отказывается любить здесь......
Верный ли текст песни?  Да | Нет